ରଜ ଉତ୍ସବ Leave a Comment / Festivals / By OdishaWeaves ରଜ ଦୋଳି କଟମଟ…ମୋ ଭାଇ ମୁଣ୍ଡରେ ସୁନା ମୁକୁଟ…ସୁନା ମୁକୁଟଲୋ…ଦିଶେ କେଡେ ଝଟ ଝଟ…ଆସନ୍ତୁ, ପାଳନ କରିବା ରଜ, ଆମ ଓଡିଶାର ପର୍ବ, ଆମ ଓଡ଼ିଆ ଭାଇ ଭଉଣୀ ମାନଙ୍କ ପାଇଁ ଅତ୍ୟନ୍ତ ଖୁସିର ପର୍ବ |OdishaWeaves.com ଏବଂ ଆମର ବୁଣାକାର ପରିବାର ମାନଙ୍କ ତରଫରୁ ଆପଣ ସମସ୍ତଙ୍କୁ ରଜ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ |